ବ୍ରାଉନ ସୁଗାର ମାଫିଆ ସେକ୍ ରାଜା ଘରେ ଚଢ଼ଉ କଲା ଏସଟିଏଫ

Get real time updates directly on you device, subscribe now.

ବାଲେଶ୍ବର: ବ୍ରାଉନ ସୁଗାର ମାଫିଆ ସେକ୍ ରାଜା ଘରେ ଏସଟିଏଫର ରେଡ୍ । ବାଲେଶ୍ବର ଅଡର ବଜାରସ୍ଥିତ ଗଳାପୋଲ ଘରେ ଚଢାଉ କରି ଏସଟିଏଫର ୫ ଜଣିଆ ଟିମ ଖୋଳତାଡ କରୁଛି ।
ସେକ୍ ରାଜାର ପରିବାର ଲୋକଙ୍କୁ ପଚରାଉଚରା କରୁଛି ଟିମ୍ । ବ୍ରାଉନସୁଗାର କାରବାରରେ ଅଧିକ ତଥ୍ୟ ହାସଲ ପାଇଁ ଛାନଭିନ୍ ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons