ବ୍ୟାଙ୍କ ଜାତୀୟକରଣ ସୁବର୍ଣ୍ଣ ଜୟନ୍ତୀ:ଅଲ୍ ଓଡ଼ିଶା ବ୍ୟାଙ୍କ ଏମ୍ପ୍ଲଇଜ୍ ଫେଡେରେସନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଅଲ୍ ଓଡ଼ିଶା ବ୍ୟାଙ୍କ ଏମ୍ପ୍ଲଇଜ୍ ଫେଡେରେସନ (ଏଓବିଇଏଫ୍) ପକ୍ଷରୁ ବ୍ୟାଙ୍କ ଜାତୀୟକରଣର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବ୍ୟାଙ୍କ ବୋର୍ଡରେ ସରକାରୀ ହସ୍ତକ୍ଷେପ, ଏନ୍ପିଏ ବୃଦ୍ଧି, ବ୍ୟାଙ୍କ ଘରୋଇକରଣ, ନୋଟ୍ବନ୍ଦୀ, ୪ଟି ଶ୍ରମ କୋଡ୍ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅଲ୍ ଇଣ୍ଡିଆ ରିଜର୍ଭ ବ୍ୟାଙ୍କ ଏମ୍ପ୍ଲଇଜ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ସମୀର ଘୋଷ, ସିଆଇଟିୟୁ ଉପସଭାପତି ଜନାର୍ଦ୍ଦନ ପତି, ଅଲ୍ ଓଡ଼ିଶା ବ୍ୟାଙ୍କ ଏମ୍ପ୍ଲଇଜ୍ ଫେଡେରେସନ ସାଧାରଣ ସମ୍ପାଦକ ପ୍ରକାଶ ରାୟ, ଅଲ୍ ଓଡ଼ିଶା ବ୍ୟାଙ୍କ ଏମ୍ପ୍ଲଇଜ୍ ଫେଡେରେସନ ଉପସଭାପତି ରମେଶ ନାୟକ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons