ଭିଜିଲାନ୍ସ ଜାଲରେ ମହିଳା କାର୍ୟ୍ୟନିର୍ବାହୀ ଅଧିକାରୀ

Get real time updates directly on you device, subscribe now.

ଯାଜପୁର: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ର ଜହ୍ନା ଗ୍ରାମ ପଞ୍ଚାୟତର କାର୍ୟ୍ୟନିର୍ବାହୀ ଅଧିକାରୀ ସୀତାରାଣୀ ସୋରେନ୍ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଇନ୍ଦିରା ଆବାସ ଶେଷ ବିଲ୍ କରି ଦେବ ବୋଲି ସୀତାରାଣୀ ହିତାଧିକାରୀଙ୍କୁ କହିଥିଲେ।
ପ୍ରତିବଦଳରେ ରଣଜିତ୍ ରାୟ ନାମକ ଜଣେ ହିତାଧିକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମହିଳା କାର୍ୟ୍ୟନିର୍ବାହୀ ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons