ମଦ ଜବତ, ୨ ଗିରଫ

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ୍): ନନ୍ଦପୁର ଓ ପ;ାଙ୍ଗି ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉରେ ୨୨ଲିଟର ଦେଶୀ ମଦ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୀମାନ୍ତ ଲମତାପୁଟ ବ୍ଲକ ବୀମାରିପୁଟ ଗାଁରେ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଗିରଫ ଅଭିଯୁକ୍ତ ହେଲେ ହିରଣ୍ୟକ ବିଶୋୟୀ ଓ ଡମ୍ବରୁଧର ବିଶୋୟୀ । ଚଢଉ ସମୟରେ ଅବକାରୀ ସବ୍ ଇନ୍ସପେକ୍ଟର ଭବାନୀଶଙ୍କର ସେଠୀ, ଏଏସଆଇ ପ୍ରତିମା ବେହେରା, କନେଷ୍ଟବଳ ସୁଶାନ୍ତ ନାୟକ, ସୁମନ୍ତ ମାଝି, ଦେବେନ୍ଦ୍ର ଖରା, ପ୍ରଶାନ୍ତ ଗୌଡ଼ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons