ମନ୍ଦିର ଭିତରେ ପୂଜକଙ୍କୁ ମରଣାନ୍ତକ ଆକ୍ରମଣ

Get real time updates directly on you device, subscribe now.

ସୋର : ବାଲେଶ୍ବର ଜିଲ୍ଲା ସୋରରେ ଅଭାବନୀୟ ଘଟଣା । ମନ୍ଦିର ଭିତରେ ପୂଜକଙ୍କୁ ମରଣାନ୍ତକ ଆକ୍ରମଣ । ମନ୍ଦିର ପରିସରରେ ଜଣେ ଯୁବକ ପୂଜାରି କମଳା ପଣ୍ଡାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଜଣାପଡ଼ିଛି । ସଂପୃକ୍ତ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଆକ୍ରାମଣର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons