ଜଗତସିଂହପୁର ଜିଲ୍ଲା ରଘୁନାଥ ପୁର ଅଞ୍ଚଳର କାଳିଆ ବାରିକ ଦୋକାନ ଖୋଳୁଥିବା ସମୟରେ ଏକ କାର ଧକ୍କା ଦେବାରୁ କାଳିଆ ଗୁରୁତର ହୋଇପଡିଥିଲେ।ପରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁ ରଘୁନାଥ ପୁର ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଗୋଡ଼ କାର ଧକ୍କାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଥିଲା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଳିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ପରିବାର ରେ ଦୁଃଖ ରୋଜଗାରିଆ ପୁଅ ର ଗୋଡ଼ ନଷ୍ଟ ହେଇ ଯିବାରୁ ପରିବାର କିପରି ଚଳିବ ଦୁଃଖ ରେ ଭାଙ୍ଗି ପଡିଚନ୍ତି
Comments are closed, but trackbacks and pingbacks are open.