ମାଓବାଦୀ- ଯବାନ ଗୁଳିବିନିମୟ: ୫ ମାଓବାଦୀ ମୃତ

Get real time updates directly on you device, subscribe now.

ମାଲକାନଗିରି : ଛତିଶଗଡ-ମହାରାଷ୍ଟ୍ର ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟ ଫଳରେ ୫ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଛତିଶଗଡ କାଙ୍କେର ଜିଲ୍ଲା ଓ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା ସୀମା ଖୋବ୍ରାମେଡା ଜଙ୍ଗଲରେ ଚାଲିଛି ଗୁଳିବିନିମୟ। ମାଓବାଦୀଙ୍କ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons