ବାଲିଗୁଡ଼ା, (ବି.ବି.ନୁ୍ୟଜ୍): କଞ୍ଜାଲଗୁ ହିଂସାକୁ ବିରୋଧ କରି ଲାଗିଛି ପୋଷ୍ଟର । ଏହି ପୋଷ୍ଟର ଲାଗିଛି ବାଲିଗୁଡା ବ୍ଲକ ଅନ୍ତର୍ଗତ ରାଇପାଗା ଗ୍ରାମରେ । ୧୮ରୁ ୨୪ ବନ୍ଦ ସଫଳ କରିବା ପାଇଁ କଞ୍ଜାଲଗୁ ହିଂସା କେଉଁ ଅଧିକାରରେ ଓ କଣ ପାଇଁ ବୋଲି ଏହି ପୋଷ୍ଟରରେ ଉଲେଖ ଥିବା ଦେଖିବାକୁ ମିଳିଥିଲା । ଏମିତିକି ୪ ଦଫା ଦାବି ନେଇ ଏହି ପୋଷ୍ଟର ଲେଖା ଥିବା ଦେଖିବାକୁ ମିଳିଥିଲା । ସେଥିରେ ଆଇଏନ୍ପିପିଏଫ୍ କନ୍ଧମାଳ ଜିଲ୍ଲା କମିଟି ପକ୍ଷରୁ ପୋଷ୍ଟାର ମରା ଯାଇଥିଲା ।
Comments are closed, but trackbacks and pingbacks are open.