ମାଛ ଧରିବା ବେଳେ ପାଣି ବୁଡ଼ି ଜଣେ ମୃତ୍ୟୁ

Get real time updates directly on you device, subscribe now.

କଣ୍ଟାବାଞ୍ଜି: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମାଛ ଧରିବାବେଳେ ପାଣି ବୁଡ଼ି ଜଣେ ମାଛ ଧରାଳିଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ପଞ୍ଚାୟତର ଡଙ୍ଗରପଡା ସାଗର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ନୂଆପଡା ଗ୍ରାମର ତୁଳସୀ କଟା ବୋଲି ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons