ମାନିଲେନି କଟକଣା, ସିଲ୍ ହେଲା ଦୋକାନ

Get real time updates directly on you device, subscribe now.

ବଲାଙ୍ଗୀର : କୋଭିଡ୍‌-୧୯ ଆଇନ ଉଲଂଘନ କରିବା ଯୋଗୁଁ ବଲାଙ୍ଗୀରରେ ସିଲ୍ ହେଲା ଦୋକାନ । ସହରରେ ଥିବା ରିଲାଏନ୍ସ ମାର୍ଟ, ସମଲେଶ୍ଵରୀ ମେଡିକାଲ ଓ ବିବେକ ମେଡିକାଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି ।
ଏହି ସିଲ୍ କାର୍ୟ୍ୟରେ ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ମ୍ୟୁନିସିପାଲିଟି ଇଓ ବିପିନ ବିହାରୀ ଦୀପ, ତହସିଲଦାର ଏବଂ ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନାର ଅଧିକାରୀ ସାମିଲ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons