ବାଗଦାଦ: ଇରାକରେ ବୋମା ବିସ୍ଫୋରଣରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ୫ଜଣ ଗୁରୁତର ହୋଇଛନ୍ତି। ଇରାକର ପବିତ୍ର ସହର କର୍ବଲା ବାହାରେ ଏକ ମିନିବସରେ ଯାତ୍ରୀମାନଙ୍କ ଉପରେ ବୋମା ବିସ୍ଫୋରଣ ହୋଇଥିଲା।
ଇରାକରେ ୨୦୧୭ମସିହାରେ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଷ୍ଟେଟର ପରାଜୟ ଘୋଷଣା ପରଠୁ ଏହା ସାଧାରଣ ନାଗରିକଙ୍କ ଉପରେ ସବୁଠୁ ବଡ଼ ଆକ୍ରମଣ ଥିଲା।
Comments are closed, but trackbacks and pingbacks are open.