
ଭୁବନେଶ୍ୱର:ଲୋକମାନେ ଦୈନନ୍ଦୀନ ଜୀବନରେ ସାଧାରଣତଃ ଖାଦ୍ୟ ଖାଇବାର କିଛି ସମୟ ପରେ ପାନମହୁରୀ ସହ ମିଶ୍ରି ମିଶାଇ ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ଏହା ଖାଦ୍ୟକୁ ସହଜରେ ହଜମ କରିୁବାରେ ସାହାଯ୍ୟ କରିଥାଏ । ଏହା ଛଡା କିଛି ଲୋକ ମିଶ୍ରିକୁ ଖାଲିରେ ଖାଇବାକୁ ମଧ୍ୟ ଭଲ ପାଇଥାନ୍ତି । କିଛି ଲୋକ ଘରେ ଠାକୁରଙ୍କୁ ପୂଜା କରିବା ସମୟରେ ମିଶ୍ରିିକୁ ଭୋଗ ରୂପରେ ବ୍ୟବହାର କରିଥାନ୍ତି । ହେଲେ ଆପଣ ଜାଣନ୍ତି କି ଏହି ମିଶ୍ରିର ଅନ୍ୟ କିଛି ଉପକାରୀ ଗୁଣ ଭରି ରହିଛି ।
Comments are closed, but trackbacks and pingbacks are open.