ମୋରମ ଖଣିରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ

Get real time updates directly on you device, subscribe now.

ଖୋର୍ଦ୍ଧା : ତହସିଲଦାରଙ୍କୁ ଆକ୍ରମଣ । ମୋରମ ଖଣିରେ ଚଢ଼ାଉ ବେଳେ ବୋଲଗଡ଼ ତହସିଲଦାରଙ୍କୁ ଆକ୍ରମଣ । ବୋଲଗଡ ତହସିଲଦାର ଧୋବେଇ ନାୟକଙ୍କୁ ଆକ୍ରମଣ । ବେଗୁନିଆ ଥାନାରେ ତହସିଲଦାର ଏତଲା ଦେଇଛନ୍ତି । ଗୋପାଳପୁର ଗାଁ ନିକଟରେ ମୋରମ ଚୋରାଚାଲାଣ ଚାଲିଥିବା ଖବର ପାଇ ଚଢାଉ ପାଇଁ କର୍ମଚାରୀଙ୍କ ସହ ଯାଇଥିଲେ ତହସିଲଦାର । ସେଠାରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons