ଯଶୋବନ୍ତ ଜେଠୱାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି

Get real time updates directly on you device, subscribe now.

ଭୁବନେଶ୍ୱର : ଯଶୋବନ୍ତ ଜେଠୱାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ଜ୍ଝ କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୯୪ ବ୍ୟାଚ୍ ଆଇପିଏସ୍ ଯଶୋବନ୍ତ ଜେଠୱାଙ୍କୁ ଅତିରିକ୍ତ ପୁଲିସ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଶ୍ରୀ ଜେଠୱା ଏବେ ଏସପିଜି ଆଇଜି ଭାବେ କାର‌୍ୟ୍ୟ କରୁଛନ୍ତି। ତାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି। ଶ୍ରୀ ଜେଠୱାଙ୍କୁ ମିଶାଇ ଓଡ଼ିଶା କ୍ୟଡରର ମୋଟ ୨୨ଜଣ ଆଇପିଏସ୍ ଏବେ ଅତିରିକ୍ତ ଡିଜି ପାହ୍ୟାରେ କାର‌୍ୟ କରୁଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons