ଆନନ୍ଦପୁର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସକାଳୁ ଶୌଚ ହେବାକୁ ଯାଇ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ଜ୍ଝ
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ମତାବାଦ ଗାଁର ଗୋପାଳ କାଣ୍ଡିଙ୍କ ପୁଅ ଗୋବିନ୍ଦ କାଣ୍ଡି ସକାଳୁ ଉଠି ଶୌଚ ହେବାକୁ ଯାଇଥିଲେ । ଗାଁ ନିକଟସ୍ଥ ମରୁଆପତି ଗାଁର ନିକଟ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା ଜ୍ଝ
ଆଜି ସକାଳୁ ଶୌଚ ହେବାକୁ ଯାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ଜ୍ଝ ଘଟଣା ସଂପର୍କରେ ନନ୍ଦିପଦା ଥାନାରେ ଖବର ଦେବା ପରେ ପୋଲିସ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି ଜ୍ଝ
Comments are closed, but trackbacks and pingbacks are open.