ଯୁବତୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯୁବତୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ସଦର ଥାନା ଅନ୍ତର୍ଗତ ମହୁଡ଼ା ଫାର୍ମାସୀ କଲେଜ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ ଟାୟାର ଜାଳି ଶବକୁ ଜାଳି ଦେବାକୁ ଉଦ୍ୟମ କରୁଥିଲା ହତ୍ୟାକାରୀ । ବର୍ତ୍ତମାନ ପୋଲିସ ଘଟରାସ୍ଥଳରେ ପହଞ୍ଚô ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons