ଯୁବତୀଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍): ଅନୁଗୁଳର ଛେଣ୍ଡିପଦା ଥାନା ଡଙ୍ଗାପାଳ ଗାଁ ଆଉଳି ନଦୀ ପଠାରେ ଥିବା ଏକ ଜାମ୍ବୁକୋଳି ଗଛରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ମୃତ ଯୁବତୀଙ୍କ ଘର ସେହି ଗ୍ରାମରେ ହୋଇଥିବା ବେଳେ ଆର୍ତ୍ତତ୍ରାଣ ସାହୁଙ୍କ ଝିଅ ବୋଲି ସୂଚନା ମିଳିଛି । ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଶବକୁ ଜବତ କରି ଛେଣ୍ଡିପଦା ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons