ରଥଯାତ୍ରା ବନ୍ଦ, ପ୍ରଭୁଙ୍କ ଇଚ୍ଛାକୁ ସମସ୍ତେ ଅପେକ୍ଷା:ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁୃ୍ୟଜ୍): ଚଳିତ ବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପି୍ରମକୋର୍ଟ ନିଦେ୍ର୍ଧଶ ଦେବାପରେ ରାଜ୍ୟରେ ରାଜନୀତିକ ବୟାନବାଜି ଜାରି ରହିଛି । ଶାସକ ବିଜେଡି ମାପିଚୁପି କଥାବାର୍ତ୍ତା କରୁଥିବା ବେଳେ ଆଜି କେନ୍ଦ୍ରର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ବିଜେପିର ଭର୍ଚ୍ଚୁଆଲ କୃଷକ ସମ୍ବାଦ ରାଲିକୁ ସମ୍ବୋଧନ କରିବା ବେଳେ ଶ୍ରୀ ପ୍ରଧାନ କହିଥିଲେଯେ, କରୋନା ପ୍ରକୋପ ଯୋଗୁ ସ୍ୱାଭାବିକ ଭାବେ ରଥଯାତ୍ରା ହେବା ସମ୍ଭବପର ନୁହେଁ । ଏହା ସବୁ ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଦୁଃଖ ଓ କଷ୍ଟ ଅଛି । ତେବେ ସୋମବାର ସର୍ବୋଚ୍ଚ କୋର୍ଟରେ ଏନେଇ କିଚି ରାୟ ଆସିପାରେ । ସୋମବାର ପ୍ରଭୁଙ୍କ ଇଚ୍ଛାକୁ ସମସ୍ତଙ୍କ ଅପେକ୍ଷା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons