ରାଜ୍ୟ ସରକାରଙ୍କ ନୂଆ ତାଲିକା, କେଉଁ ଜୋନରେ କେଉଁ ଜିଲ୍ଲା

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟ ସରକାର ପୁଣି ସମସ୍ତ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତ କରିଛନ୍ତି । ଏବେ ରାଜ୍ୟର ୧୬ଟି ଜିଲ୍ଲା ଗ୍ରୀନ ଜୋନରେ ଥିବା ବେଳେ ଅରେଞ୍ଜ ଜୋନରେ ୧୦ଟି ଜିଲ୍ଲା ରହିଛି । ସେହିପରି ଭଦ୍ରକ, ବାଲେଶ୍ୱର ଓ ଯାଜପୁର ସହ ରାଜଧାନୀ ଭୁବନେଶ୍ୱରକୁ ରେଡ୍ ଜୋନରେ ରଖାଯାଇଛି ।

କେଉଁ ଜୋନରେ କେଉଁ ଜିଲ୍ଲା

ରେଡ୍ ଜୋନ୍

ଭଦ୍ରକ

ବାଲେଶ୍ୱର

ଯାଜପୁର

ଭୁବନେଶ୍ୱର

ଅରେଞ୍ଜ୍ ଜୋନ୍

ଖୋର୍ଧା(ଭୁବନେଶ୍ୱର ବ୍ୟତୀତ)

କୋରାପୁଟ

ସୁନ୍ଦରଗଡ

କେନ୍ଦ୍ରାପଡା

କେଉଁଝର

ଦେଓଗଡ

ଝାରସୁଗୁଡା

ବଲାଙ୍ଗୀର

ଢେଙ୍କାନାଳ

କଳାହାଣ୍ଡି

ଗଞ୍ଜାମ

ଗ୍ରୀନ୍ ଜୋନ୍

ଅନୁଗୋଳ

ବୌଧ

ସମ୍ବଲପୁର

ବରଗଡ

ଗଜପତି

ଜଗତସିଂପୁର

କନ୍ଧମାଳ

ମାଲକାନଗିରି

ମୟୂରଭଞ୍ଜ

ନବରଙ୍ଗପୁର

ନୟାଗଡ

ନୂଆପଡା

ରାୟଗଡା

ସୋନପୁର

କଟକ

ପୁରୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons