ରାଷ୍ଟ୍ରାୟତ୍ତ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ) ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କୁ ଏହି ପରିମାଣର ଚେକ୍ ହସ୍ତାନ୍ତର କରୁଛନ୍ତି ସେଲ୍ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ ଫଟୋ ଗାଲେରି By biswabijayee Last updated Jun 15, 2019 Share Get real time updates directly on you device, subscribe now. Subscribe Share on: WhatsAppContinue Reading Share
Comments are closed, but trackbacks and pingbacks are open.