ରେଳ ସଦନ କ୍ୟାମ୍ପସରେ ଅଗ୍ନିକାଣ୍ଡ: ଲିଫ୍ଟରୁ ନିଆଁ ଲାଗି କୋଠା ଜଳିଲା

Get real time updates directly on you device, subscribe now.

ଭୁବନେଶ୍ୱର: ପୂର୍ବ କୋଷ୍ଟ ରେଲୱେରେ ଥିବା ରେଲ କୁଞ୍ଜରେ ଅଫିସର୍ଙ୍କ ରେଷ୍ଟ ହାଉସର ଲାଇଫ୍ ଏରିଆରେ ନିଆଁ ଲାଗିଯାଇଛି ।
ରେଳ ସଦନର ଲିଫ୍ଟ ଏରିଆ ଅଫ୍ ଅଫିସର୍ ରେଷ୍ଟ ହାଉସ୍ ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ୫୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ ଗୋଟିଏ ଷ୍ଟୋର ରୁମ୍ ଏବଂ ଗୋଟିଏ ସାଧାରଣ ବାଥରୁମ୍ କ୍ଷତିଗ୍ରସ୍ତ ହୋଇଛି ଜ୍ଝ ଇଷ୍ଟକୋଷ୍ଟ ରେଳବାଇ ଏହି ଘଟଣାର ଅନୁସନ୍ଧାନ ଏବଂ ରିପୋର୍ଟ ଦାଖଲ କରିବା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons