ରୋଷେଇ ଗ୍ୟାସ୍‌ରୁ ଅଗ୍ନିକାଣ୍ଡ: ମାଆ,ଝିଅ ଗୁରୁତର

Get real time updates directly on you device, subscribe now.

ବ୍ରହ୍ମପୁର: ବ୍ରହ୍ମପୁର ବାସୁଦେବ ନଗରରେ ଅଗ୍ନିକାଣ୍ଡ। ଗ୍ୟାସ୍‌ରେ ରୋଷେଇ କରିବା ବେଳେ ଅଘଟଣ ଘଟିଛି । ନିଆଁ ଲାଗି ଘରର ଆସବାବାବ ପତ୍ର ସହ ଅନ୍ୟାନ୍ୟ ଜିନିଷ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ମାଆ ଓ ଝିଅ ଗୁରୁତର ହୋଇଛନ୍ତି।ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons