ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଶିକ୍ଷକଙ୍କ ସହ ୭ ଗିରଫ

Get real time updates directly on you device, subscribe now.

ଭବାନୀପାଟଣା: କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଜୟପାଟଣା ଥାନା ଅଧୀନ ରେ ଥିବା ମହୁଲପାଟଣା ଘାଟି ରାସ୍ତା ରେ କିଛି ଅଜଣା ଦୁର୍ବୁର୍ତ୍ତ ଗତ କିଛିଦିନ ତଳେ ରାୟଗଡ଼ା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି. କରଲ ଗାଁ ରୁ ଜୟପାଟଣା ବଜାର କୁ ଗୋରୁ କିଣିବା ପାଇଁ ଆସୁଥିବା ୪ ଜଣ ଗୋରୁ ବେପାରୀ ଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟ କରିଥିବା ନେଇ ଜୟପାଟଣା ଥାନା ରେ ଅଭିଯୋଗ ହୋଇଥିଲା ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ଙ୍କ ନେତୃତ୍ୱରେ ଏକ ଟିମ ଘଟଣା ର ଛାନଭିନ ଆରମ୍ଭ କରିଥିବା ବେଳେ ଘଟଣା ର ୬ ଦିନ ପରେ ପୋଲିସ ଲୁଟ ରେ ସମ୍ପୃକ୍ତ ଥିବା ମାଷ୍ଟର ମାଇଣ୍ଡ କୋକସରା ବ୍ଲକ ଡାହଗା ଶିକ୍ଷକ ଅଲେଖ ଠାକୁର ସହ ଅନ୍ୟ ୭ ଜଣ ଙ୍କୁ ଧରିବାରେ ସଫଳତା ପାଇଛନ୍ତି ଲୁଟ ହୋଇଥିବା ଟଙ୍କା ରୁ ୨ ଲକ୍ଷ ୭୦ ହଜାର ୧୧ ମୋବାଇଲ ୨ ଛୁରି ୪ ଗୋଟି ବାଇକ ଜବତ ହୋଇଥିବା ସୁଚନା ମିଲିଛି ।ଆଜି ଜୟପାଟଣା ଥାନା ରେ ଏକ ପ୍ରେସ ମିଟ ରେ ଧର୍ମଗଡ ଏସ୍ ଡି ପି ଓ ନାରାୟଣ ନାୟକ ଗଣମାଧ୍ୟମ କୁ ଏହି ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons