ଶୌଚ ହେବାକୁ ଯାଉଥିବା ବେଳେ ଟ୍ରାକ୍ଟର ଚାପାରେ ନାବାଳକଙ୍କ ମୃତ୍ୟୁ

Get real time updates directly on you device, subscribe now.

ବ୍ରହ୍ମପୁର : ଟ୍ରାକ୍ଟର ଚାପାରେ ନାବାଳକଙ୍କ ମୃତ୍ୟୁ ଘଟିଛି। ପୋଲସରା ଥାନା ଅନ୍ତର୍ଗତ ବଡପଙ୍କଳ ବାଡ଼ିରେ ଅଘଟଣ ଘଟିଛି। ମୃତ ନାବାଳକ ହେଉଛନ୍ତି ପପୁ ପ୍ରଧାନ।
ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିଲା ଟ୍ରାକ୍ଟର। ନିଜ ସାଙ୍ଗ ସହ ସାଇକେଲରେ ଶୌଚ ହେବାକୁ ଯାଉଥିବା ବେଳେ ଟ୍ରାକ୍ଟର ପଛ ଚକାରେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ପରେ ରାସ୍ତାରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲସରା ବିଧାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons