ସାନଖେମୁଣ୍ଡିରେ ସାପ କାମୁଡାରେ ମହିଳାଙ୍କ ମୃତୁ୍ୟ

Get real time updates directly on you device, subscribe now.

ସାନଖେମୁଣ୍ଡି୧୬ଜ୍ଝ୯; ଗଂଜାମ ଶେରଗଡ ଗୋବିନ୍ଦପୁର ଗାଁରେ ସାପ କାମୁଡିବା ଫଳରେ ମହିଳାଙ୍କ ମୃତ। ବିଲରୁ ଘରକୁ ଫେରୁଥିବା ବେଳେ ସାପ କାମୁଡ଼ାରେ ମଞ୍ଜୁଳା ସେଠୀ (୩୮)ଙ୍କ ମୃତ୍ୟୁ। ଗ୍ରାମବାସୀ ସଂଗେ ସଂଗେ ହିଂଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons