ସାମାନ୍ୟ ବଚସାକୁ କେନ୍ଦ୍ର କରି ଲକ୍ଷାଧିକ ଟଙ୍କା ଲୁଟ୍

Get real time updates directly on you device, subscribe now.

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ଧାଙ୍ଗେର ଗାଁ ସ୍ଥିତ ଦିଲୀପ କୁମାର ପଣ୍ଡାଙ୍କ ଐରାବତ ଷ୍ଟିଲରେ କାର୍ୟ୍ୟରତ ମ୍ୟାନେଜରଙ୍କ ସମେତ ୨ ଜଣ କର୍ମଚାରୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ। ଆକ୍ରମଣରେ ଆହତ ମ୍ୟାନେଜର ଗୁରୁତର ଆହାତ ହୋଇ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।
୩ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେବା ସହ ୪ଟି ବାଇକ ଏବଂ ଗୋଟିଏ କାର ସହ ମାଲ ବୋଝେଇ ଟାଟାଏସିକୁ ନଷ୍ଟ କରି ଦେଇଛନ୍ତି । ଯାହାକୁ ନେଇ ସଦର ଥାନାରେ ମାମଲା ରୁଜୁ କରାଯାଇଛି । ତେବେ ଆକ୍ରମଣରେ ୮ରୁ ଅଧିକ ଲୋକ ସାମିଲ ଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons