ସିକୁ୍ୟରିଟି ସୁପରଭାଇଜରଙ୍କୁ ବନ୍ଧୁକ ଦେଖାଇ ଅପହରଣ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍):ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ସୁନ୍ଦରପଦା ସ୍ଥିତ ହାଇଟେକ୍ ପ୍ଲାଜାର ସିକୁ୍ୟଟିଟି ସୁପରଭାଇଜରଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ତିନି ଜଣ ଦୁର୍ବୃତ୍ତ ଏକ କାର୍ରେ ତାଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି । ସିସିଟିଭି ଫୁଟେଜ୍ରେ ମଧ୍ୟ ଅପହରଣ ବେଳର ଦୃଶ୍ୟ କଏଦ ହୋଇଛି । ଅପହରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏର୍ୟାରଫିଲ୍ଡ ଥାନା ପୋଲିସ ଘଟଣାର ତନାଘନା ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons