କଟକ, (ବି.ବି.ବ୍ୟୁରୋ): ଭାରତୀୟ ମହିଳା ଦଳର ଷ୍ଟାର ତାରକା ମନିକା ବାତ୍ରା ସିଙ୍ଗଲ୍ସ ଓ ଡବଲ୍ସ ଇଭେଣ୍ଟରେ ଅଂଶ ଗ୍ରହଣ କରିବେ ନାହିଁ । ଏ ବିଷୟରେ ସେ ନିଜେ ସୂଚନା ଦେଇଛନ୍ତି । ମହିଳା ଦଳକୁ ଚଳିତ ରାଜ୍ୟଗୋଷ୍ଠୀ ଟିଟିରେ ପ୍ରଥମ ସ୍ୱଣ୍ଣ ର୍ ଭେଟି ଦେବାରେ ତାଙ୍କର ଭୂମିକା ଗୁରୁତ୍ୱପୂଣ୍ଣ ର୍ ରହିଥିଲା । ତେବେ ସେ ଆହତ ଥିବାରୁ ସିଙ୍ଗଲ୍ସ ଓ ଡବଲ୍ସରୁ ଓହରି ଯାଇଛନ୍ତି ।


Comments are closed, but trackbacks and pingbacks are open.