ଯାଜପୁର : ସାମ୍ବାଦିକ ମାନଙ୍କୁ ସୋସିଆଲ ମିଡ଼ିଆ ରେ ଆକ୍ଷେପ କରି ବ୍ରହ୍ମବରଦା ଗ୍ରାମ ର ସଫି ଆଲାମ ଖାନ ନାମକ ଯୁବକ ଫେସ ବୁକ ରେ ଛାଡି ଥିବା ର ଜାଣି ସାମ୍ବାଦିକ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ହୋଇଥିଲା ଜ୍ଝ.ଏ ସମ୍ପର୍କରେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରି ହର ସ୍ୱାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଙ୍କୁ ଜଣାଇଥିଲେ.ଜ୍ଝ
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲା ସଭାପତି ହରି ହର ସ୍ୱାଇଁ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଙ୍କୁ ଭେଟି ଆରକ୍ଷୀ ଅଧିକ୍ଷକ ଙ୍କ ପାଖକୁ ଏକ ଲିଖିତ ଅଭିଯୋଗ କରିଥିଲେ .ଜ୍ଝ ପରେ ବ୍ରହ୍ମବରଦା ଅଂଚଳ ର ସମାଜ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାହୁ, ସମ୍ବାଦ ପ୍ରତିନିଧି ବାପୁଜି ଚରଣ ଜେନା, ସମୟ ଲାଇଫ ପ୍ରତିନିଧି ଶଙ୍କର୍ଷଣ ସେଠୀ, ଗୋପୀନାଥ ଦାସ ପ୍ରମୁଖ ବ୍ରହ୍ମବରଦା ଫାଣ୍ଡି ରେ ଉକ୍ତ ଯୁବକ ବିରୁଦ୍ଧରେ ଆଉ ଏକ ଅଭିଯୋଗ କରିଥିଲେ .ଜ୍ଝ ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଦାସ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଙ୍କ ନିର୍ଦେଶ କ୍ରମେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଉକ୍ତଯୁବକ କୁଗିରଫ କରି ଦଫା 292ipc ଧାରା ୫୦୦ ରେ କୋର୍ଟ ଚାଲାଣ କରିଛନ୍ତି.ଜ୍ଝ
Comments are closed, but trackbacks and pingbacks are open.