
କଟକ : କଟକ ସଦର ଥାନା ଅନ୍ତର୍ଗତ ହରିଅନ୍ତା ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ମହିଳାଙ୍କ ସ୍ବାମୀ କାବୁ ଓରଫ ପ୍ରଦୀପ୍ତ ଦାସକୁ ଗିରଫ କଲା ସଦର ଥାନା ପୋଲିସ । ପ୍ରେମ ଓ ୠଣକୁ ନେଇ ସ୍ବାମୀ ହିଁ ଘଟାଇଥିଲା ହତ୍ୟାକାଣ୍ଡ ।
ହତ୍ୟା ପରେ ସ୍ତ୍ରୀର ପେଟ କାଟି ତିନି ଜଣ ବ୍ୟକ୍ତି ଅନ୍ତବୁଜୁଳା ବାହାର କରି କୀଡନି ନେଇ ଯାଇଥିବା ନେଇ ସଦର ଥାନାରେ ଅଭିଯୋଗ କରିଥିଲେ ସ୍ବାମୀ । ଗତ ୨୮ତାରିଖରେ ଘଟିଥିଲା ଏଭଳି ବୀଭତ୍ସ ହତ୍ୟାକାଣ୍ଡ ।
Comments are closed, but trackbacks and pingbacks are open.