ଭୁବନେଶ୍ୱର (ବି.ବି.ବ୍ୟୁରୋ): ଏଥର ଆଏମ୍ସିଏରେ ବାଣୀବିହାର ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଟପର ହୋଇଛନ୍ତି । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଗଡ଼ପୋଖରୀ ଗ୍ରାମରେ । ନିହାର ରଂଜନ ଦାସଙ୍କ ଜ୍ୟେଷ୍ଠ କନ୍ୟା ସ୍ୱାଗତିକା ବାଲ୍ୟବସ୍ଥାରୁ ଜଣେ ମେଧାବୀ ଛାତ୍ରୀ । ଚାଷୀ ପରିବାରରୁ ଆସି ମଧ୍ୟ କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ଯୋଗୁଁ ସେ ବିଭିନ୍ନ ସ୍ତରରେ କୃତୀତ୍ୱର ସହ ଉତ୍ତିର୍ଣ୍ଣ ହୋଇଛନ୍ତି ।
Comments are closed, but trackbacks and pingbacks are open.