ହୋଟେଲରେ ଚାଲିଥିଲା ଦେହ ବ୍ୟବସାୟ: ୪ ଗିରଫ

Get real time updates directly on you device, subscribe now.

ରାଉରକେଲା: ରାଉରକେଲା ଉଦିତନଗର ସ୍ଥିତ କମ୍ଫର୍ଟ ହୋଟେଲର ଦେହ ବ୍ୟବସାୟ ଚାଲୁଥିବା ଖବର ପାଇ ବୁଧବାର ରାତି ପ୍ରାୟ ୯ଟାରେ ଚଢ଼ାଉ କରିଥିଲେ ଉଦିତ ନଗର ପୋଲିସ । ଚଢ଼ାଉ କରି ହୋଟେଲର ବନ୍ଦ କଠୋରୀରୁ ୫ ଜଣ ଯୁବତୀ ୨ ଗ୍ରାହକ ସହ ଦୁଇ ହୋଟେଲ ମ୍ୟାନେଜର, ହୋଟେଲ ମାଲିକଙ୍କୁ ଥାନାରେ ଅଟକ ରଖିଥିଲା । ଗୁରୁବାର ହୋଟେଲ ମାଲିକ, ଦୁଇ ହୋଟେଲ ମ୍ୟାନେଜର ସହ ଦୁଇ ଗ୍ରାହକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବତୀମାନଙ୍କୁ କୋଲକତାରୁ ଆଣି ହୋଟେଲରେ ରଖି ସେମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଥିଲା। ଘଟଣାର ଅଧିକ ତଦନ୍ତ କରୁଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons