୧୫ହଜାର ଟଙ୍କାରେ ମାସର ଛୁଆକୁ ବିକିଦେଲେ ବାପା-ମା!

Get real time updates directly on you device, subscribe now.

ସମ୍ବଲପୁର : ସମ୍ବଲପୁରରେ ୧୫ ହଜାର ଟଙ୍କାରେ ଶିଶୁ ବିକ୍ରି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା କେଉଟିବାହାଳି ଗାଁରୁ । ତେବେ ଘଟଣା ପ୍ରଘଟ ହେବା ପରେ ଚାଇଲ୍ଡ ଲାଇନ ଚାରମାଲ ଥାନାରେ ଏତଲା ଦେବା ସହ ଶିଶୁ କନ୍ୟାକୁ ଉଦ୍ଧାର କରିଛି ।
ସେପଟେ ଶିଶୁକନ୍ୟାକୁ ବିକ୍ରି ନୁହେଁ ବରଂ ନିଜ ଝିଅ ହିସାବରେ ରେଢ଼ାଖୋଲ ଥାନା ତ୍ରୀବଣପୁର ପଞ୍ଚାୟତ କୁଷାପାଲି ଗାଁରେ ଗୋଟିଏ ଦମ୍ପତି ରଖିଥିବା କହିଛନ୍ତି । ତେବେ ଏନେଇ ନୋଟାରୀ ପାଖରେ ଏକ ସତ୍ୟପାଠ ଜରିଆରି ଝିଅକୁ ନେଇଥିବା କହିଛନ୍ତି । ତେବେ ଶିଶୁ ବିକ୍ରି କରିଥିବା ମହିଳା ତାଙ୍କ ବାପଘରେ ରହୁଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons