ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୧୮ ଡିସେମ୍ବର ତାରିଖରେ ଓଡ଼ିଶା ଆସିବେ । ଭୁବନେଶ୍ୱର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଆସୁଛନ୍ତି ବୋଲି ପଠାଇଥିବା ଏକ ଶୁଭେଚ୍ଛାବାର୍ତ୍ତା ଭିଡିଓରେ ସୂଚନା ଦେଇଛନ୍ତି । ସେ ଏଭଳି ଜଣେ ଅଭିନେତା ଯାହାଙ୍କ ସମ୍ପର୍କରେ ବିଶେଷ ପରିଚୟ ଦେବାର ଆବଶ୍ୟକତା ନାହିଁ । ଆସନ୍ତା ୧୦ ଜାନୁଆରୀ, ୨୦୨୦ରେ ତାଙ୍କର ତାମିଲ ଫିଲ୍ମ ‘ଦରବାର’ ଆସୁଥିବାବେଳେ ସେ ତା’ର ପ୍ରଚାର, ପ୍ରସାରରେ ମାତିଛନ୍ତି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରଜନୀକାନ୍ତ ଅଭିନୟ କରିଥିବାବେଳେ ଅନ୍ୟତମ ପ୍ରମୁଖ ଭୂମିକାରେ ସୁନୀଲ ସେଟ୍ଟୀ ଅଭିନୟ କରିଛନ୍ତି । ଏହି ଫିଲ୍ମ ବ୍ୟତୀତ ମାଲାୟାଲମ ଏବଂ ହିନ୍ଦୀ ଭାଷାରେ ତାଙ୍କର ବହୁତଗୁଡ଼ିଏ ଫିଲ୍ମ ମୁକ୍ତିଲାଭ କରୁଛି ।
Comments are closed, but trackbacks and pingbacks are open.