୨ଟି ଅଟୋ ମୁହାଁମୁହିଁ ଧକ୍କା: ୫ ଗୁରୁତର

Get real time updates directly on you device, subscribe now.

କରଞ୍ଜିଆ: ଘୂର୍ଣ୍ଣିଝଡ଼ ଯାହାକୁ ଗାଁ ଗହଳି ଖଣ୍ଡିଆଭୂତ କହନ୍ତି। ଏହି ଖଣ୍ଡିଆଭୂତ ଯୋଗୁଁ ନିଆଁ ଲାଗି ଯାଇଥିଲା। ନିଆଁ ଦ୍ରୁତଗତିରେ ଚାରିଆଡେ ବ୍ୟାପିବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଧୂଆଁ ଯୋଗୁଁ ରାସ୍ତାରେ ୨ଟି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା। ଜଙ୍ଗଲର ନିଆ ଛିଟିକି ରାସ୍ତାରେ ଉପରେ ପଡିଥିଲା। ଯାହାଫଳରେ ୫ ଯାତ୍ରୀ ପୋଡି ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons