୨୪ଟି ଚୋରା ବାଇକ୍ ଜବତ: ୪ ଗିରଫ

Get real time updates directly on you device, subscribe now.

ବ୍ରହ୍ମଗିରି : ପୁରୀ ବ୍ରହ୍ମଗିରି ଅଞ୍ଚଳରୁ ୨୪ଟି ଚୋରା ବାଇକ୍ ଜବତ କରିଛି ପୋଲିସ । ଏହାସହ ୪ ଜଣଙ୍କୁ ଗିରଫ କରିଛି । ବ୍ରହ୍ମଗିରିର ବାରବାଟୀ, ରେଣ୍ଢା, ନହରପଦା ଏବଂ ମିର୍ଜାପୁର ଅଂଚଳରୁ ଏହି ବାଇକ୍ ସବୁ ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି । ବାଇକ୍ ଚୋରି ଅଭିଯୋଗରେ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons