କୋରାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ପାଡୁଆ ଥାନା ଚାଟୁଆଠାରୁ କଳାହାଣ୍ଡିକୁ ଚାଲାଣ ବେଳେ ଗାଡ଼ି ସହ ଧରାପଡ଼ିଛି ୨୫ ଲକ୍ଷ ଟଙ୍କାର ଗଞ୍ଜେଇ । ଏହି କାରବାରରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣାର ଗୌରଗୋପାଳ ପଣ୍ଡା ଓ ଗିରଧାରୀ ଦିଶାରି । ଉଭୟଙ୍କ ପାଖରୁ ୨ଟି ମୋବାଇଲ ଜବତ କରାଯାଇଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Comments are closed, but trackbacks and pingbacks are open.