ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ୍ ନିର୍ମାତା ‘ରିଅଲ୍ମି ଇଣ୍ଡିଆ’ ପକ୍ଷରୁ ଜୁଲାଇ ୩୦ରେ ‘ରିଅଲ୍ମି ଏକ୍ସ’ର ବଜାର ପ୍ରବେଶ ହେବ । ୮ଜିବି ର୍ୟାମ୍ ଓ ୧୨୮ ଜିବି ଇଣ୍ଟରନାଲ୍ ମେମୋରି, ଇନ୍ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ସହ ଆସିବାକୁ ଥିବା ଏହି ସ୍ମାର୍ଟଫୋନ୍ରେ ୪୮ମେଗାପିକ୍ସେଲ୍ମ୫ ମେଗାପିକ୍ସେଲ ଡୁଆଲ୍ ରିଅର୍ କ୍ୟାମେରା ଓ ୧୬ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି । ଓଡ଼ିଶାର ବାପୁଜୀନଗର ଓ ସହିଦନଗରସ୍ଥିତ ୟୁନିକର୍ଣ୍ଣ ମୋବାଇଲ୍ ଷ୍ଟୋରରେ ଆଜିଠାରୁ ‘ରିଅଲ୍ମି ଏକ୍ସ’ର ପ୍ରି-ବୁକିଂ ଆରମ୍ଭ ହୋଇଛି । ପ୍ରି-ବୁକିଂ କରିଥିବା ପ୍ରତି ଗ୍ରାହକଙ୍କୁ ସୁନିଶ୍ଚିତ ଉପହାର ଦିଆଯିବ ବୋଲି ୟୁନିକର୍ଣ୍ଣ ମୋବାଇଲର ସୂର୍ଯ୍ୟ ରଞ୍ଜନ ପାତ୍ର ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.