ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ଅଭିଯୁକ୍ତ ଆକାଶ କୁମୁରାକୁ ଗିରଫ କରିଛି ବ୍ରଜରାଜନଗର ପୁଲିସ। ଆକାଶ ପିଜୁଳି ଦେବାକୁ କହି ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ପରେ ନାବାଳିକା ନିଜ ଘରକୁ ଆସି ସବୁ କଥା କହିବା ପରେ ପରିବାର ଲୋକେ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ।ବ୍ରଜରାଜନଗର ପୁଲିସ ପକ୍ସୋ ଆଇନ ଅନୁସାରେ ମାମଲା ରୁଜୁ କରି ତଦନ୍ତ କରୁଛି।


Comments are closed, but trackbacks and pingbacks are open.