{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ୭୭ ତମ ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ଦାସ ଓ କ୍ରୀଡ଼ା ନିରୀକ୍ଷକ ସୁରେନ୍ଦ୍ର ପାତ୍ର କ୍ରୀଡା ଅଧିକାରୀ ତ୍ରିନାଥ ସାହୁଙ୍କ ସମତେ ରେଡ କ୍ରସ ପକ୍ଷ ରୁ ଅନୁ ଷ୍ଟିତ ହୋଇଛି ଏହି କାର୍ଯ୍ୟ କ୍ରମରେ ରେଡକ୍ରସ ର ଛାତ୍ର ଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ଗଛ ଲଗାଇ ଥିଲେ ମା ଟିଏ ଗଛ ଟିଏ ସ୍ଲୋ ଗାନ ଦେବା ସହ ସମସ୍ତଙ୍କୁ ଗଛ ଲଗାଇବା ସକାଶେ ଆହ୍ବାନ କରାଯାଇଥିଲା ଜଳବାୟୁ ପରିବର୍ତ୍ତନ ହଉ ଥିବାରୁ ସମସ୍ତେ ଗଛ ଲଗାଇବା ଆବଶ୍ୟକ ଅଟେ ବୋଲି ମତ ପ୍ରକାଶ ପାଇଥିଲା।


Comments are closed, but trackbacks and pingbacks are open.