ଭଦ୍ରକ: ଦୁର୍ଘଟଣାରେ ଚାଲିଯାଇଛି ବାପା ଝିଅଙ୍କ ଜୀବନ। ୧୬ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ବାପା ଝିଅଙ୍କ ପରିଚୟ ଜଣାପଡିନାହିଁ।
ସୂଚନା ଅନୁଯାୟୀ, ବାପା ଝିଅ ଏକ ବାଇକ ଯୋଗେ ବାଲେଶ୍ବର ଆଡୁ ଭଦ୍ରକ ଅଭିମୁଖେ ଆସୁଥିଲେ। ପଛଆଡ଼ୁ ଆସୁଥିବା ଦ୍ରୁତଗାମୀ ପିକଅପ ବାଇକକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ବାପା ଓ ଝିଅଙ୍କ ମୃତ୍ୟୁ ହୋଇଛି।
Comments are closed, but trackbacks and pingbacks are open.