ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୫୧ ଲଷ ଟଙ୍କା ବୋଲି କୁହାଯାଉଛି । ୧ କିଲୋ ୩ଶହ ୧୦ ଗ୍ରାମର ସୁନା ଜବତ ହୋଇଛି । କେରଳର ଜଣେ ଯୁବକଙ୍କୁ ଅଟକ ରଖି କଷ୍ଟମସ ବିଭାଗ ଅଧିକାରୀ ପଚରାଉଚରା କରୁଛନ୍ତି ।
ସୁନା କୁଆଲାଲାମ୍ପୁରରୁ ଭୁବନେଶ୍ୱର ଆସିଥିବା ଯାଂଚ ବେଳେ ଜଣାପଡିଛି । ଭୁବନେଶ୍ବର ବିମାନ ବନ୍ଦରରୁ ଲଗାତର ଏଭଳି ସୁନା ଜବତ ହେଉଛି ।


Comments are closed, but trackbacks and pingbacks are open.