ପାରାଦୀପ: ପୁଣି ଏକ ଲଜ୍ୟାକର ଘଟଣା । ପାରାଦୀପ ନୋଳିଆ ସାହିରେ ଥିବା ଏକକ ଦୋକାନ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଶୁକ୍ରବାର ସନ୍ଧ୍ୟାରେ ପାରାଦ୍ୱୀପରେ ଏହି ଘଟଣା ଘଟିଛି ।ପୁଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି ।

Comments are closed, but trackbacks and pingbacks are open.