ଚୋରା ବାଲି ଚାଲାଣରୁ ଭୁଜାଲି ମାଡ : ୩ ଗୁରୁତର

Get real time updates directly on you device, subscribe now.

ଭଦ୍ରକ:ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ଥାନା ବୈତରଣୀ ନଦୀରୁ ଚୋରାବାଲି ପରିବହନ କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ କ୍ଷ ଭୁଜାଲି ମାଡରେ ଉଭୟ ପକ୍ଷ ର ୩ ଗୁରୁତର କ୍ଷ ୨ ଗୁରୁତରଙ୍କୁ ଯାଜପୁର ମେଡିକାଲ ଓ ପରେ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି କ୍ଷ ଅନ୍ୟ ଜଣେ ଗୁରୁତର ଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ରେ ଚିକିସ୍ଛା ପରେ ଭଣ୍ଡାରିପୋଖରୀ ପୋଲିସ ଅଟକ ରଖିଛି ।
ମଣିନାଥପୁର ଓ ମୁଢାପଦା ବାଲି ମାଫିଆଙ୍କ ଗୋଷ୍ଠୀ ସଂଘର୍ଷ ଚୋରା ବାଲି ପରିବହନ କୁ ନେଇ ହୋଇଥିବା ସୂଚନା ମିଳିଛି । ମଣିନାଥପୁର ବାଲି ମାଫିଆ ମାନେ ହାଇଓ୍ୱା ରେ ଚୋରା ରେ ବାଲି ଚାଲାଣ କରୁଥିଲେ କ୍ଷ ପରେ ବାଲିଚାଲାଣ କୁ ନେଇ ଉଭୟ ପକ୍ଷ ମଧ୍ୟ ରେ ବିବାଦ ହେବାରୁ ମୁଢାପଦା ଅଞ୍ଚଳ ର ପ୍ରଶାନ୍ତ ଜେନା ଙ୍କୁ ମଣିନାଥପୁର ମାଫିଆ ମାନେ ଅପହରଣ କରିନେଇଥିଲେ କ୍ଷ ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁଢାପଦା ଅଂଚଳ ର କେତେକ ଲୋକେ ତାଙ୍କୁ ଉଦ୍ଧାର ପାଇଁ ଯାଇଥିବା ବେଳେ ଉଭୟଗୋଷ୍ଠୀ ମଧ୍ୟ ରେ ସଂଘର୍ଷ ହୋଇଥିଲା କ୍ଷ ଭଣ୍ଡାରିପୋଖରୀ ପୋଲିସ ପ୍ରଶାନ୍ତ ଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରି ଅଟକ ରଖିଛି କ୍ଷ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons