ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି।
୨୦୧୭ ମସିହାରେ ଚମ୍ପୁଆ ଅଞ୍ଚଳରେ ସୁନୀଲ ନାୟକ ନାମକ ଯୁବକ ଜଣେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। ଆଜି କେନ୍ଦୁଝର ଏଡିଜେ ଏହି ମାମଲାର ଶୁଣାଣି କରି ପୋକ୍ସୋ ଆଇନ୍ ଅନୁସାରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।
Comments are closed, but trackbacks and pingbacks are open.