କନ୍ଧମାଳ: ଗତ କିଛିଦିନ ଧରି କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଛି। ତେବେ ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିରୁ ଚୋରା ଚାଲାଣ ବେଳେ ସୋରଡା ପୁଲିସ୍ ଚଢାଉ କରି ୫୧ କିଲୋ ଗଞେଇ ଜବତ କରିଛି।
ଆଜି ପୋଲିସ ଦାରିଙ୍ଗିବାଡିରୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇଥିଲା। ସୋରଡା ପୋଲିସ ସେହି ସମୟରେ ଚଢାଉ କରିବାସହ ସହ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହାସହ ଗୋଟିଏ କାର ମଧ୍ୟ ଜବତ କରାଯାଇଛି।
Comments are closed, but trackbacks and pingbacks are open.