ତୁଳସୀର ଆତ୍ମସମର୍ପଣ, କୁଖ୍ୟାତ ମହିଳା ମାଓବାଦୀ ମୁଣ୍ଡ ପାଇଁ ଥିଲା ୪ଲକ୍ଷ ଟଙ୍କା ପୁରସ୍କାର

Get real time updates directly on you device, subscribe now.

କୋରାପୁଟ : ମହିଳା ମାଓବାଦୀର ଆତ୍ମସମର୍ପଣ । କୋରାପୁଟ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ ତୁଳସୀ ଉଲାକା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।ସୂଚନାଯୋଗ୍ୟ, କୋରାପୁଟ ପୋଲିସ ନିକଟରେ ଶନିବାର ଦିନ ମହିଳା ମାଓବାଦୀ ତୁଳସୀ ଇଲାକା ଆତ୍ମସମର୍ପଣ କରିଛନ୍ତି । ପୋଲିସ ଅନୁଯାୟୀ ଆତ୍ମସମର୍ପଣ କରିଥିବା ମହିଳା ନାରାୟଣପାଟଣା ଅଞ୍ଚଳ କମିଟିର ଏକ ସଦସ୍ୟ ଥିଲେ । ବହୁ ମାଓ ହିସାଂରେ ଜଡିତ ଥିଲେ ତୁଳସୀ । ଯେପରି ସାଧାରଣ ନାଗରିକ ଓ ପୋଲିସ କର୍ମଚାରୀଙ୍କୁ ହତ୍ୟା ମାମଲାରେ ଜଡିତ ଥିଲେ । ତାଙ୍କ ନାମରେ ଥିବା ପୁରସ୍କାର ରାଶି ତାଙ୍କୁ ଦାନ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons