ଗୋÂୀ ସଂଘର୍ଷ: ଚାରି ଗିରଫ

Get real time updates directly on you device, subscribe now.

ରାଉରକେଲା, (ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଉରକେଲା ବାସନ୍ତି କଲୋନୀରେ ବୁଧବାର ରାତିରେ ଦୁଇ ଗୋÂୀ ମଧ୍ୟରେ ମାରପିଟ ହୋଇଛି । ଏଥିରେ ଗୋଟିଏ ଗୋÂୀର ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଉଭୟ ପକ୍ଷରୁ ଚାରି ଜଣଙ୍କୁ ଗିରଫ କରିବା ସହ ଦୁଇଟି ପୃଥକ ମାମଲା ରୁଜୁ କରିଛି । ଗଣ୍ଡଗୋଳ ସମୟରେ ବ୍ୟବହୃତ ,କ ପିସ୍ତଲ ମଧ୍ୟ ପୋଲିସ ଜବତ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons