ସାଲେପୁର: ପାଣିରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ନିଖୋଜ। କଟକ ଜିଲ୍ଳା ପଟ୍ଟାମୁଣ୍ଡାଇ କେନାଲ ଗୋପୀନାଥପୁର ଜୋରପାରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଖୋଜ ଛାତ୍ର ହେଲେ ଅଂଶୁମାନ ସାମଲ। ଏହି ଘଟଣା ସଂପର୍କରେ ଖବର ପାଇବା ପରେ ଘଟଣସ୍ଥଳରେ ଅଗ୍ନୀଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏପର୍ୟ୍ୟନ୍ତ ପିଲାଟିର କୌଣିସି ପତ୍ତା ମିଳି ପାରି ନାହିଁ।
Comments are closed, but trackbacks and pingbacks are open.