ବିପୁଳ ପରିମାଣର ମଦ ଜବତ:୧୪ ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର : ବିପୁଳ ପରିମାଣର ମଦ ଜବତ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାପକ ମଦ ଜବତ କରିଛି ଅବକାରୀ ବିଭାଗ ଓ ପୁଲିସ ।ଘଟଣାରେ ୧୪ଜଣଙ୍କୁ ଗିରଫ କରିଯାଇଛି ।
ଖବର ଅନୁଯାୟୀ, ଜିଲ୍ଲାର ବିଭିନ୍ନ ସ୍ଥାନରେ ମଦ କାରବାର ଚାଲୁଥିବା ନେଇ ପୋଲିସ ପାଖକୁ ଅଭିଯୋଗ ଆସିଥିଲା । ଯାହାପରେ ଆକ୍ସନ ମୋଡରେ ଆସିଯାଇଥିଲା ପୋଲିସ ଓ ଅବକାରୀ ବିଭାଗ । ଧରାକୋଟ୍, ଖଲ୍ଲିକୋଟ୍, ରମ୍ଭା ଆଦି ବିଭିନ୍ନ ଅଞ୍ଚଳରେ ଚଢାଉ ବ୍ୟାପକ ପରିମାଣର ମଦ ଜବତ କରାଯିବା ସହ ୧୪ଜଣଙ୍କ ଗିରଫ କରାଯାଇଛି । ଏନେଇ ଛତ୍ରପୁର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ୍ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons